Odia Jokes & Humour (ଓଡିଆ ହସ କଥା) – The Laughter Club

Let us put a smile on your face today! 😀

0

ଓଡିଆ ହସ କଥା, Watsapp Jokes, Funny SMS, Photos, Videos

hasa katha odia jokes
Visit our website regularly for new funny witty Odia jokes. Don’t forget to share these odia jokes with your friends. If you would like to share Odia jokes, funny stories and cartoon contact us with you piece of creation and we will publish it here under your name.

Hope you enjoy reading these, and laugh a little in the process!


odia jokes hasa katha image


Gopala and Teacher…

odia jokes and odia hasa katha


Robot…

Odia hasa katha jokes image


50/50..😁😁

Odia jokes hasa katha, whatsapp image


ଆଳୁ – ଭେଣ୍ଡି ଉପଖ୍ୟାନ !

ଥରେ ଗୋଟେ ଆଳୁ ଭେଣ୍ଡିର ମୋବାଇଲ ନମ୍ବରକୁ ‘I LOVE YOU’ ମେସେଜ ପଠାଇଲା ।

ଭେଣ୍ଡି ଆଳୁର ମୋବାଇଲକୁ ଫୋନ୍ କରି ଗାଳିଦେଲା ଓ କହିଲା, “ତୁ ଏତେ ମୋଟା, ମୁଁ କେତେ ସ୍ଲିମ୍ ଆଉ ସ୍ମାର୍ଟ !”

ଆଳୁର ବହୁତ ମନଦୁଃଖ ହେଲା; ସେହିଦିନୁ ସେ ଏତେ ପନିପରିବାଙ୍କୁ ପଟେଇଲା ଯେ, ଆଜି ଦେଖିବାକୁ ମିଳୁଛି ଆଳୁର କେତେ ଯୋଡି: ଆଳୁ-ମଟର, ଆଳୁ-କୋବି, ଆଳୁ-ବାଇଗଣ, ଆଳୁ-ପୋଟଳ, ଆଳୁ-ସଜନାଛୁଇଁ ଇତ୍ୟାଦି !

ଆଉ ବିଚାରୀ ଭେଣ୍ଡି ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏକୁଟିଆ !

 


ଅଜଣା କଲ୍:

ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?

ଝିଅ – ହଁ, ଅଛନ୍ତି; କିଏ କହୁଛନ୍ତି ?

ପୁଅ – ତୋର ଭାଇ କହୁଛି ! ରହ ମୁଁ ଘରକୁ ଯାଏ…,ଆଜି ତୋ କଥା ବୁଝୁଛି…

ଆଉଦିନେ ଗୋଟିଏ ଅଜଣା କଲ୍:

ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?

ଝିଅ – ନା, ନାହାନ୍ତି; କିଏ କହୁଛନ୍ତି ?

ପୁଅ – ୟୁ ବ୍ରେକ ମାଇଁ ହାର୍ଟ, ମୁଁ ତୁମ ବୟଫ୍ରେଣ୍ଡ କହୁଛି ! ଆଉ ତୁମ ସହିତ ଜମା କଥା ହେବିନି…

ଝିଅ – ଆଇ ଆମ୍ ଭେରି ଭେରି ସରି ଡାର୍ଲିଂ, ଆଇ ଲଭ ୟୁ ! ମୁଁ ଭାବିଲି ଭାଇ କଲ୍ କରିଛନ୍ତି ବୋଲି !

ପୁଅ – ତୋର ଭାଇ ହିଁ କହୁଛି ! ରହ ମୁଁ ଘରକୁ ଯାଏ…,ଆଜି ତୋ କଥା ବୁଝୁଛି…

ପୁଣି ଦିନେ ଗୋଟିଏ ଅଜଣା କଲ୍:

ପୁଅ – ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ?

ଝିଅ – କ’ଣ ଅଭଦ୍ର ଭଳି କଥା କହୁଛ…

ପୁଅ – ପ୍ଲିଜ୍, କୁଲ ଡାଉନ; ମୋତେ ତୁମର ହିତାକାଂକ୍ଷୀ ବୋଲି ଭାବିପାର । ତୁମ ବୟଫ୍ରେଣ୍ଡ ବର୍ତ୍ତମାନ ଗୋଟେ ଝିଅ ସହିତ ପାର୍କରେ ବସିଛନ୍ତି ।

ଝିଅ – ଓଃ ରିଏଲି… ମୁଁ ଏବେ ଯାଇ ଦେଖୁଛି, କିଏ ସେ ଛତରଖାଇ ଡାଆଣୀ ମୋ ବୟଫ୍ରେଣ୍ଡ ସହିତନସରପସର ହେଉଛି…!

ପୁଅ – ତୋର ଭାଇ କହୁଛି, ଘରୁ ଗୋଡ କାଢିଥିବୁ ତ ଦେଖିବୁ ! ମୁଁ ଘରକୁ ଯାଏ…, ଆଜି ତୋ କଥା ବୁଝୁଛି..


Abe Gadha, Oye Gadha..

bhubaneswar live odia jokes hasa katha

 


What do skeletons say before eating?

Q: What do skeletons say before eating?
A: Bone Appetit!


Q: What do you call a fat pumpkin?
A: A plumpkin.


Bhai Galaxy Pro price kete ?

Girl: Bhai Galaxy Pro price kete ?

Salesman: Rs.25,000/-

Girl: “baapre!!!”

Girl: and iphone?? . .

Salesman: “bapre”+”bapre”+”bap­re”, 😛


Two Girls…

odia joke-whatsapp1

 

Have an opinion? Share your comments and thoughts below