You are here
Home > Posts tagged "Odia jokes"

ଅଜଣା କଲ୍ !!

ପୁଅ - ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ? ଝିଅ - ହଁ, ଅଛନ୍ତି; କିଏ କହୁଛନ୍ତି ? ପୁଅ - ତୋର ଭାଇ କହୁଛି ! ରହ ମୁଁ ଘରକୁ ଯାଏ...,ଆଜି ତୋ କଥା ବୁଝୁଛି... ଆଉଦିନେ ଗୋଟିଏ ଅଜଣା କଲ୍: ପୁଅ - ହେଲୋ, ତୁମର ବୟଫ୍ରେଣ୍ଡ ଅଛନ୍ତି ? ଝିଅ - ନା, ନାହାନ୍ତି; କିଏ କହୁଛନ୍ତି ? ପୁଅ - ୟୁ ବ୍ରେକ ମାଇଁ ହାର୍ଟ, ମୁଁ ତୁମ ବୟଫ୍ରେଣ୍ଡ କହୁଛି !

ଆଳୁ – ଭେଣ୍ଡି ଉପଖ୍ୟାନ !

ଥରେ ଗୋଟେ ଆଳୁ ଭେଣ୍ଡିର ମୋବାଇଲ ନମ୍ବରକୁ ‘I LOVE YOU’ ମେସେଜ ପଠାଇଲା । ଭେଣ୍ଡି ଆଳୁର ମୋବାଇଲକୁ ଫୋନ୍ କରି ଗାଳିଦେଲା ଓ କହିଲା, “ତୁ ଏତେ ମୋଟା, ମୁଁ କେତେ ସ୍ଲିମ୍ ଆଉ ସ୍ମାର୍ଟ !” ଆଳୁର ବହୁତ ମନଦୁଃଖ ହେଲା; ସେହିଦିନୁ ସେ ଏତେ ପନିପରିବାଙ୍କୁ ପଟେଇଲା ଯେ, ଆଜି ଦେଖିବାକୁ ମିଳୁଛି ଆଳୁର କେତେ ଯୋଡି: ଆଳୁ-ମଟର, ଆଳୁ-କୋବି, ଆଳୁ-ବାଇଗଣ, ଆଳୁ-ପୋଟଳ, ଆଳୁ-ସଜନାଛୁଇଁ ଇତ୍ୟାଦି ! ଆଉ

Top